ଘରଷ Gharasha

  • ଗ୍ରା. ବି. (ପଦ୍ଯ) (ସଂ. ଘର୍ଷଣ) — ଘଷିବା — Rubbing
  • ଗ୍ରା. ବି. (ପଦ୍ଯ) (ସଂ. ଘର୍ଷଣ) — କଣ୍ଡୁ ଘରଷେ ସୁଖ ବୁଝି ସେ କୂର୍ମ ବେନି ଚକ୍ଷୁ ବୁଜି। ଜଗନ୍ନାଥ. ଭାଗବତ।