ଘମ Ghama

  • ଦେ. ବି — ଘୁମ; ଶସ୍ୟାଦି ସଞ୍ଚୟ କରିବା ନିମନ୍ତେ ମାଟିରେ ତିଆରି ପାତ୍ର (ଏଥିରେ ମୁହଁ ସରୁଆ ଓ ଗର୍ଭ ଗହିରିଆ) — Deep-bellied narrow-mouthed and tall earthen pot for storing grains