ଘମଡ଼ିଆ Gham-ṟḍ̠iā

  • ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ. ହି. ଘମଂଡୀ=ଗର୍ବୀ) — ବଗୁଲିଆ; ବଦ୍ମାସ୍; ଦୁଷ୍ଟ — Wicked
  • ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ. ହି. ଘମଂଡୀ=ଗର୍ବୀ) — ଗର୍ବୀ — Arrogant; proud