ଘନସାର Ghanasāra

  • ସଂ. ବି (ଘନ+ସାର) — (ବହୁବ୍ରୀହି ବା କର୍ମଧା)—କର୍ପୂର — camphor
  • ସଂ. ବି (ଘନ+ସାର) — (ବହୁବ୍ରୀହି) ଚନ୍ଦନ — Sandal
  • ସଂ. ବି (ଘନ+ସାର) — (କର୍ମଧା) ପାରଦ — Mercury
  • ସଂ. ବି (ଘନ+ସାର) — ( 6 ଷ୍ଠୀ ତତ୍) ଜଳ — (6ଷ୍ଠୀ ତତ୍) ଜଳ—. Water
  • ସଂ. ବି (ଘନ+ସାର) — (କର୍ମଧା) ଗାଢ଼ କୃଷ୍ଣବର୍ଣ୍ଣ ନବୀନ ମେଘ — Newly formed deep black cloud
  • ସଂ. ବି (ଘନ+ସାର) — ଘନସାର( 1 ) ମୋ ହୃଦରୁ ଘନସାର ( 5 ) କେଶୀ ଝାଡ଼ିଦେଇକରି ଗାଢ଼େ ଆଲିଙ୍ଗନ କରୁ। କବିସୂର୍ଯ୍ୟ. ଡୁମ୍ପା ଗୀତ। — ଘନସାର(1) ମୋ ହୃଦରୁ ଘନସାର (5) କେଶୀ ଝାଡ଼ିଦେଇକରି ଗାଢ଼େ ଆଲିଙ୍ଗନ କରୁ କବିସୂର୍ଯ୍ୟ. ଡୁମ୍ପା ଗୀତ