ଘନପତ୍ର Ghanapatra

  • ସଂ. ବି. ପୁଂ. (ବହୁବ୍ରୀହି; ଘନ+ପତ୍ର) — ପୁନର୍ନବା; ପୁରୁଣୀଶାଗ — The hogwood; a kitchen herb; Boerhavia Procumbens
  • ସଂ. ବିଣ. ପୁଂ — ଯାହାର ପତ୍ର ମୋଟା — Thick-leaved
  • ସଂ. ବିଣ. ପୁଂ — ଯାହାର ପତ୍ର ଗହଳିଆ — Dense-leaved