ଘନଚ୍ଛଦ Ghanachchhada
- ସଂ. ବି. (ବହୁବ୍ରୀହି; ଘନ+ଛଦ=ପତ୍ର; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ସଜନାଗଛ — The Sajanā tree; Moringa
- ସଂ. ବି. (ବହୁବ୍ରୀହି; ଘନ+ଛଦ=ପତ୍ର; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ତାଳିସ ପତ୍ର — Pinus Webbiana
- ସଂ. ବି. (ବହୁବ୍ରୀହି; ଘନ+ଛଦ=ପତ୍ର; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ଗୁଳ୍ମବିଶେଷ — Flacourtia Cataphracta. (M.W.)