ଘନଘନ Ghanaghana

  • ସଂ. ବି. ( 6 ଷ୍ଠୀ ତତ୍; ଘନ+ଘନ) — (ଗଣିତ) ଘନଫଳର ଘନଫଳ — (mathematics) The cude of a cude
  • ସଂ. ବି. ( 6 ଷ୍ଠୀ ତତ୍; ଘନ+ଘନ) — [ଦ୍ର— 3 ଘନ 27 ଓ ଘନଘନ 27x27x27x= 19683 ।] — [ଦ୍ର—3ଘନ27ଓ ଘନଘନ27x27x27x= 19683]
  • ଦେ. କ୍ରି. ବିଣ — ଶୀଘ୍ର — Briskly; quickly
  • ଦେ. କ୍ରି. ବିଣ — ଉପର୍ଯ୍ୟୁପରି; ବାରମ୍ବାର — Repeatedly; frequently
  • ଦେ. କ୍ରି. ବିଣ — ଉର୍ଦ୍ଧ୍ୱନିଶ୍ୱାସ ଘନଘନ—ଭୂପତି. ପ୍ରେମପଞ୍ଚାମୃତ।
  • ଦେ. କ୍ରି. ବିଣ — ଅବିରଳଭାବରେ; ନିରବଚ୍ଛିନ୍ନଭାବରେ — Incessantly; continuously
  • ଦେ. କ୍ରି. ବିଣ — ଉଚ୍ଚେ ଘନଘନ ତୁ ରାବୁଥାଉ—ନନ୍ଦିକିଶୋର. ନିର୍ଝରିଣୀ।
  • ଦେ. କ୍ରି. ବିଣ — ମହୁର୍ମୁହୁଃ — In quick succession
  • ଦେ. କ୍ରି. ବିଣ — ପରସ୍ପର ଅତି ସନ୍ନିକଟରେ; ଘନଭାବରେ — Very near each other; densely