ଘତ Ghata

  • ଦେ. ବି. (ସଂ. ଗତି) — ବାଦ୍ୟ ବଜାଇ ଗୀତ ବୋଲିବା ପୂର୍ବରୁ ବାଦ୍ୟଯନ୍ତ୍ରରେ କରାଯିବା ସ୍ୱରଜ୍ଞାପକ ଶବ୍ଦ; ବାଦ୍ୟ ଯନ୍ତ୍ରରେ ବାଦିତ ପ୍ରାଥମିକ ସ୍ୱରସଂଯୋଗର ଗତି — Introductory twanging or striking of musical instruments before actual music begins
  • ଦେ. ବି. (ସଂ. ଗତି) — ରୀତି; ଢଙ୍ଗ; ଧରଣ — Mode; manner; fashion
  • ଦେ. ବି. (ସଂ. ଗତି) — ଚତୁରତା — Cleverness; skill
  • ଦେ. ବି. (ସଂ. ଗତି) — ବାଦ୍ୟଯନ୍ତ୍ରର ସ୍ୱର — The tune of a musical instrument