ଘଣ୍ଟ Ghaṇṭa

  • ସଂ. ବି. (ଘଣ୍ ଧାତୁ+କର୍ମ ଟ, କିମ୍ବା ହନ୍ ଧାତୁ+ତ; ନିପାତନ) — କାଂସ୍ୟନିର୍ମ୍ମିତ ଚଟକା ବାଦ୍ୟବିଶେଷ; ପିଟାଘଣ୍ଟା — Gong
  • ସଂ. ବି. (ଘଣ୍ ଧାତୁ+କର୍ମ ଟ, କିମ୍ବା ହନ୍ ଧାତୁ+ତ; ନିପାତନ) — କାଂସ୍ୟନିର୍ମ୍ମିତ ଥାଳିଆକାରର ବାଦ୍ୟ — Bell
  • ସଂ. ବି. (ଘଣ୍ ଧାତୁ+କର୍ମ ଟ, କିମ୍ବା ହନ୍ ଧାତୁ+ତ; ନିପାତନ) — ଅନେକପ୍ରକାର ପରିବାମିଶ୍ରିତ ବ୍ୟଞନ; ଘାଣ୍ଟତିଅଣ; ଘାଣ୍ଟିଆ ତରକାରୀ; ମହୁର — A kind of sauce; hodge podge; a curry composed of several vegetables compounded and cooked together
  • ସଂ. ବି. (ଘଣ୍ ଧାତୁ+କର୍ମ ଟ, କିମ୍ବା ହନ୍ ଧାତୁ+ତ; ନିପାତନ) — ଶିବ — A name of Ṡiba
  • ସଂ. ବିଣ — ଉଜ୍ଜ୍ୱଳ — Splendid; shining; bright
  • ପ୍ରାଦେ. (ସମ୍ବଲପୁର)ବି — ଘଣ୍ଟିକା — Palate