ଘଣ୍ଟା Ghaṇṭā
- ସଂ. ବି. (ହନ୍ ବା ଘଣ୍ ଧାତୁ+କର୍ମ ଟ+ସ୍ତ୍ରୀ. ଆ) — ପିଟାଘଣ୍ଟା; କାଂସ୍ୟନିର୍ମିତ ବାଦ୍ୟ — Sounding metal plate; gong
- ସଂ. ବି. (ହନ୍ ବା ଘଣ୍ ଧାତୁ+କର୍ମ ଟ+ସ୍ତ୍ରୀ. ଆ) — ଥାଳି ଆକୃତିବିଶିଷ୍ଟ କଂସାବାଦ୍ୟ — Bell
- ସଂ. ବି. (ହନ୍ ବା ଘଣ୍ ଧାତୁ+କର୍ମ ଟ+ସ୍ତ୍ରୀ. ଆ) — ଷଣପୁଷ୍ପୀ; ଛଣପଟ — Flax-hemp
- ସଂ. ବି. (ହନ୍ ବା ଘଣ୍ ଧାତୁ+କର୍ମ ଟ+ସ୍ତ୍ରୀ. ଆ) — ଜବାଫୁଲ ଗଛ (ଜ୍ଞାନେନ୍ଦ୍ର) — The china rose tree
- ଦେ. ବି — ସମୟ ନିର୍ଦ୍ଦେଶକ ଆଧୁନିକ ଯନ୍ତ୍ର — Clock; watch; timepiece
- ଦେ. ବି — 60 ମିନିଟ ସମୟ; ଅଢ଼େଇ ଦଣ୍ଡ କାଳ — 60ମିନିଟ ସମୟ; ଅଢ଼େଇ ଦଣ୍ଡ କାଳ— . Hour; sixty minutes
- ଦେ. ବି — ମହୁର ତିଅଣ, ଘାଣ୍ଟ ତିଅଣ — A hodge podge; a curry made up of several ingredients
- ଦେ. ବି — ଘାଣ୍ଟିବା; ଆଲୋଡ଼ନ — Strring up; agitation
- ଦେ. ବିଣ — ଆଲୋଡ଼ିତ — Stirred up