ଘଣି Ghaṇi

  • ଦେ. ବି. — ଶଗଡ଼ଚକର ଘର୍ଷଣରେ ରାସ୍ତା ଉପରେ ହେବା ଖାଲ ବା ଗାତ; ଗଭୀର ଶଗଡ଼ଗୁଳା — Deep rut or groove made on the road by constant friction of cart-wheels
  • ଦେ. ବି. — ତେଲି — Oilman
  • ପ୍ରାଦେ (ମେଦିନୀପୁର) ବି — ବଜା; ଖଇଞ୍ଚ (ମାଛ ଧରିବାରେ ବ୍ଯବହୃତ) — A trap of wicker work for catching fish