ଘଣା Ghaṇā
- ଦେ. ବି. (ସଂ. ଘୂର୍ଣ୍ଣ ଧାତୁ, କିମ୍ବା ସଂ. ଘନ=ମୁଦ୍ଗର) — ତୈଳବୀଜ ବା ଶସ୍ୟାଦିରି ତୈଳ ନିଷ୍କାସନ କରିବା ଯନ୍ତ୍ର — Oil-pressing mill; oil-mill
- ପ୍ରାଦେ. (ସମ୍ବଲପୁର)—ବି ଆଖୁ ପେଡ଼ିବା ଯନ୍ତ୍ର; କୋଲୁହା — Sugarcane pressing machine
- ପ୍ରାଦେ. (ସମ୍ବଲପୁର)—ବି (ସଂ. ଘନ=ସମୁହ)—ଧାନ ଚାଉଳ ଆଦି ଭାଜିବା ହାଣ୍ଡି — An earthen pot for frying grain