ଘଟିତ Ghaṭita

  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — ରଚିତ; ନିର୍ମିତ — Prepared; made; formed; produced; composed
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — ମିଶ୍ରିତ — Mixed
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — (ଯଥା—ପାରଦଘଟିତ ଔଷଧ।)
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — ଯୋଜିତ — joined; united; connected
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — ଘଟିଥିବା — Happened; taken place
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — ସଂଘଠିତ; ଘଟନା କରାଯାଇଥିବା — Made to happen; brought about
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — କଳ୍ପିତ — Planned; devised
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — ସଂକ୍ରାନ୍ତ — Connected; compounded
  • ସଂ. ବିଣ (ଘଟ୍ ଧାତୁ+କର୍ମ. ତ) — (ଯଥା—ଗୁରୁତର ଅପରାଧ ଘଟିତ ମକଦ୍ଦମା।)