ଘଟିକ Ghaṭika

  • ସଂ. ବି (ଘଟ୍ ଧାତୁ +ଇକ) — ନିତମ୍ବଦେଶ; ପିଚା — Buttock; the hip; the posteriors
  • ସଂ. ବି (ଘଟ୍ ଧାତୁ +ଇକ) — ପାଦଗଣ୍ଠି; ବଳାଗଣ୍ଠି — Ankle
  • ସଂ. ବି (ଘଟ୍ ଧାତୁ +ଇକ) — ପାଣି ଆପଟ — water-carrier
  • ସଂ. ବି (ଘଟ୍ ଧାତୁ +ଇକ) — ଘଣ୍ଟା ସମୟ ପୂର୍ଣ୍ଣ ହେଲେ ଯେଉଁ ବ୍ଯକ୍ତି ଘଣ୍ଟା ବଜାଏ (ହି. ଶବ୍ଦସାଗର) — A bell ringer