ଘଟନ Ghaṭana
- ସଂ. ବି (ଘଟ ଧାତୁ+ଭାବ. ଅନ) — ବ୍ୟାପାର; ଘଟିବା କର୍ମ — Event; happening; occurrence
- ସଂ. ବି (ଘଟ ଧାତୁ+ଭାବ. ଅନ) — ମେଳନ; ମିଶାଇବା — Conjuction; combination
- ସଂ. ବି (ଘଟ ଧାତୁ+ଭାବ. ଅନ) — ଯୋଜନା — Joining; union
- ସଂ. ବି (ଘଟ ଧାତୁ+ଭାବ. ଅନ) — ଦୈବୀଘଟନା; ଆକସ୍ମିକ ବ୍ୟାପାର — Accident
- ସଂ. ବି (ଘଟ ଧାତୁ+ଭାବ. ଅନ) — ଘଟାଇବା; ସମ୍ପାଦନ — Accomplishment; effecting
- ସଂ. ବି (ଘଟ ଧାତୁ+ଭାବ. ଅନ) — ଦୈବଗତି; ବିଧିନିର୍ବନ୍ଧ — Happening of the inevitable; Divine dispensation
- ସଂ. ବି (ଘଟ ଧାତୁ+ଭାବ. ଅନ) — ନିର୍ମାଣ କରିବା — Making; construction
- ସଂ. ବି (ଘଟ ଧାତୁ+ଭାବ. ଅନ) — ବିବାଦ; ଶତ୍ରୁତା — Hostility; strife
- ସଂ. ବି (ଘଟ ଧାତୁ+ଭାବ. ଅନ) — ହସ୍ତିସୈନ୍ୟ — An army consisiting of elephants and their riders (M.W.)
- ସଂ. ବି (ଘଟ ଧାତୁ+ଭାବ. ଅନ) — (ସମାସରେ) ଅମୁକ ସଙ୍ଗେ ମିଳନ ବା ସମ୍ବନ୍ଧ — (in compounds) Connection or union with (M.W.)
- ସଂ. ବି (ଘଟ ଧାତୁ+ଭାବ. ଅନ) — ବନ୍ଦୋବସ୍ତ; ଆୟୋଜନ; ଯୋଗାଡ଼ — Arrangement; disposition
- ସଂ. ବି (ଘଟ ଧାତୁ+ଭାବ. ଅନ) — ସାହିତ୍ୟିକ ରଚନା — A literary composition (M.W.)