ଘଟତି Ghaṭati

  • ଦେ. ବି — (ସଂ. ଘଟ୍ ଧାତୁ) ଘଟଣା; କାଣ୍ଡ — Happening; event; occurrence
  • ଦେ. ବି — (ସଂ. କର୍ତ୍ତନ) କମତି; କମିଯିବା ଅବସ୍ଥା; ହ୍ରାସତା — Diminution; decrease; abatement
  • ଦେ. ବି — କ୍ଷତି; ଲୋକସାନ — Loss