ଘଟଣ Ghaṭaṇa

  • ଦେ. ବି (ସଂ. ଘଟନ) — ଘଟିବା — Happening; occorrence
  • ଦେ. ବି (ସଂ. ଘଟନ) — ଗଠନ; ଗଢ଼ଣ — Make; build
  • ଦେ. ବି (ସଂ. ଘଟନ) — ବିଶ୍ୱକର୍ମାର ଶିଳ୍ପପଣ, ଯେ ରଥ କରିଛି ଘଟଣ— ଜଗନ୍ନାଥ. ଭାଗବତ।
  • ଦେ. ବି (ସଂ. ଘଟନ) — ଘଟଣା — Event
  • ଦେ. ବି (ସଂ. ଘଟନ) — ଅଜ୍ଞାନରୂପେ ଆଣିଦେଲା, ଦଇବ ଘଟଣ ହୋଇଲା—ଜଗନ୍ନାଥ. ଭାଗବତ।
  • ଦେ. ବି (ସଂ. ଘଟନ) — ସୌନ୍ଦର୍ଯ୍ୟ; ସୌଷ୍ଠବ — Symmetry; grace
  • ଦେ. ବି (ସଂ. ଘଟନ) — ବିଧିବିଧାନ — Dispensation of Providence
  • ଦେ. ବି (ସଂ. ଘଟନ) — ମହାଭୟଙ୍କର ଅନଳ ଆକାର, ଘଟଣ ବିଧାତାଙ୍କର, ସେ ଅସ୍ତ୍ରରେ— ବିଶ୍ୱନାଥ. ବିଚିତ୍ରରାମାୟଣ।
  • ବିଣ — ସୁନ୍ଦର — Symmetrial; of decent make or build; graceful
  • ବିଣ — ଘଟଣଦନ୍ତେ ଆହୁରି, ଘଟକର୍ଣ୍ଣ ଦୂରକରି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।