ଗୟ Gaya
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଗୟାସୁର; ବିଷ୍ଣୁଙ୍କ ଦ୍ୱାରା ନିହତ ଅସୁରବିଶେଷ। — Name of a demon killed by Bishṇu
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ରାମଚନ୍ଦ୍ରଙ୍କ ସେନାପତି ବାନରବିଶେଷ — Name of a monkey-general who fought in the army of Rāma
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଗୟା ଅଞ୍ଚଳ — The district or country round 'Gayā'
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଗୟା ଅଧିବାସୀ ଲୋକସକଳ — People living in Gayā
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ମହାଭାରତ ଦ୍ରୋଣପର୍ବୋକ୍ତ ରାଜର୍ଷିବିଶେଷ — Name of a recluse king mentioned in the Mahābhārata
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଶୁଣ ମୋ ଠାରୁ ଏବେ କଥା ଗୟଙ୍କର—କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଧନ; ସମ୍ପତ୍ତି — Wealth; riches
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଘର — House; residence
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ପରିବାର — Family
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଅପତ୍ୟ; ସନ୍ତାନ — Offspring; progeny
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ଆକାଶ; ଅନ୍ତରୀକ୍ଷ — The sky
- ସଂ. ବି (ଗମ୍ କିମ୍ବା ଗୈ ଧାତୁ+କର୍ତ୍ତୃ. ଅୟ) — ନିଜର ବାସସ୍ଥାନ — One's abode