ଗୟସ Gayasa
- ଦେ. ବି (ସଂ. ଗୋଶୀର୍ଷକ) — ପଡ଼ିଆରେ ଓ କ୍ଷେତ୍ରରେ ମନକୁ ଉଠିବା ତୁଳସୀଜାତୀୟ ବର୍ଷାୟୁ କ୍ଷୁପବିଶେଷ — Leucas plant; phlomis Zeylanica
- ଦେ. ବି (ସଂ. ଗୋଶୀର୍ଷକ) — [ଦ୍ର—ଏହାର ଫୁଲ ଧଳା, ଛୋଟ, ଏକପାଖୁଡ଼ିଆ ଓ ଅତି କୋମଳ। ଏହା କେଣ୍ଡା ଧରି ଫୁଟେ। ଫୁଲ ଡଙ୍ଗା ଆକାରର ବୋଲି ଏ ଗଛକୁ ଦ୍ରୋଣପୁଷ୍ପ କୁହାଯାଏ। ଆଉ ଏକପ୍ରକାର ଫୁଲ ଅଛି ଏହା କଳା। ଏ ଫୁଲକୁ ମହାଦେବଙ୍କଠାରେ ଚଢ଼ାଯାଏ।
- ଦେ. ବି (ସଂ. ଗୋଶୀର୍ଷକ) — ଏ ଗଛ 3 ପ୍ରକାରର — ଏ ଗଛ3ପ୍ରକାରର
- ଦେ. ବି (ସଂ. ଗୋଶୀର୍ଷକ) — ଛୋଟ; ସୁଗନ୍ଧ — Leucas Aspera
- ଦେ. ବି (ସଂ. ଗୋଶୀର୍ଷକ) — ବଡ଼, ଗନ୍ଧହୀନ — Leucas Cephalotus
- ଦେ. ବି (ସଂ. ଗୋଶୀର୍ଷକ) — ଚିକ୍କଣ, ସୁଗନ୍ଧ — Leucas Linifolia;
- ଦେ. ବି (ସଂ. ଗୋଶୀର୍ଷକ) — ବୈଦଶାସ୍ତ୍ର ଅନୁସାରେ ଏହା ରୁକ୍ଷ, ଉଷ୍ଣବୀର୍ଯ୍ୟ; ବାୟୁ ଓ ପିତ୍ତ— ବର୍ଦ୍ଧକ, ମଧୁରବିପାକ ଓ ଭେଦକ; ଏହା କଫ, ଆମ, କାମଳ, ଶୋଥ, ତମକଶ୍ୱାସ ଓ କୃମିନାଶକ।]
- ପ୍ରାଦେ. (ଗଡ଼ଜାତ) ବି — ଗୟଳ 2 (ଦେଖ) — ଗୟଳ2(ଦେଖ)Gayaḻa 2 (See)