ଗୟଳ Gayaḻa

  • ଦେ. ବି (ସଂ. ଗବୟ) — ଗବୟ 1 (ଦେଖ) — ଗବୟ(ଦେଖ). Gabaya (See)
  • ଦେ. ବି (ସଂ. ଗବୟ) — ଗୟଳ ଷଲ୍ଲକ କୁଞ୍ଜର, ତରକ୍ଷୁ ହରିଣ ଶୂକର। ଜଗନ୍ନାଥ, ଭାଗବତ।
  • ଦେ. ବି (ସଂ. ଗବୟ) — ଲମ୍ବା ଓ ସରୁ ଶାଳ ପିଆଶାଳ, ଅସନ ଆଦି କାଠ — Thick long shoots of Sal or other trees used as posts; saplings of timber-trees