ଗଢ଼ଣ Gaṟḍ̠ẖaṇa

  • ଦେ. ବି. (ସଂ. ଗଠନ; ଘଟନ) — ନିର୍ମାଣ — Building
  • ଦେ. ବି. (ସଂ. ଗଠନ; ଘଟନ) — ରଚନା; ଗଢ଼ିବା — Making
  • ଦେ. ବି. (ସଂ. ଗଠନ; ଘଟନ) — ରଚନାର କୌଶଳ ବା ରୀତି ବା ଭଙ୍ଗୀ — Build; get-up; make