ଗଡ଼ୁର Gaṟḍ̠ura

  • ସଂ. ବି. ପୁଂ. (ଗଡ଼=କୁବ୍ଜ+ଅଛି ଅର୍ଥରେ. ର) — କୁବ୍ଜ; କୁଜା — Hump-backed
  • ଗ୍ରା. (ଇତର) ବି. (ସଂ. ଗରୁଡ଼ର ଅଶୁଦ୍ଧ ଉଚ୍ଚାରଣ) — ଗରୁଡ଼ ପକ୍ଷୀ — The sacred bird of Bishṇu