ଗ୍ଳେୟ Gḻeya

  • ସଂ. ବିଣ (ଗ୍ଳୈ ଧାତୁ+କର୍ତ୍ତୃ. ଯ) — ଗ୍ଳାନିକର — Injurious
  • ସଂ. ବିଣ (ଗ୍ଳୈ ଧାତୁ+କର୍ତ୍ତୃ. ଯ) — (+କର୍ମ. ଯ) ଗ୍ଳାନିଯୋଗ୍ୟ — Blameworthy