ଗ୍ରୈବ Gra̲i̱ba

  • ସଂ. ବିଣ. (ଗ୍ରୀବା+ସମ୍ବନ୍ଧାର୍ଥେ. ଅ) — ଗ୍ରୀବା ସମ୍ବନ୍ଧୀୟ — Appertaining to the neck
  • ସଂ. ବି — କଣ୍ଠଭୂଷଣ; ଗଳାହାର୍ — Necklace; an ornament for the neck
  • ସଂ. ବି — ଗଳାବନ୍ଧନ — Neck-tie
  • ସଂ. ବି — ହସ୍ତୀର ବେକରେ ଗୁଡ଼ିଆ ହେବା ଦଉଡ଼ା ବା ଶିକୁଳି — A chain or rope passed round the neck of an elephant