ଗ୍ରଥୀ Grathī

  • ସଂ. ବିଣ. ପୁଂ. (ଗ୍ରନ୍ଥ+କର୍ତ୍ତୃ. ଇନ; ଗ୍ରଥିକ୍; 1 ମା; 1 ବ) — ଯେ କଳ୍ପନା କରେ — Imagining; building castles in the air
  • ସଂ. ବିଣ. ପୁଂ. (ଗ୍ରନ୍ଥ+କର୍ତ୍ତୃ. ଇନ; ଗ୍ରଥିକ୍; 1 ମା; 1 ବ) — ଯେ ମିଥ୍ୟା କହେ — lying