ଗୌହାଟୀ Ga̲u̲hāṭī

  • ଦେ. ବି. (ନାମ) — ଆସାମର ଗୋଟିଏ ପ୍ରସିଦ୍ଧ ସହର — Gowhatty, name of a town in Assam
  • ଦେ. ବି. (ନାମ) — [ଦ୍ର— କାମାଖ୍ୟାରୁ 2 ମାଇଲ ଦୂରରେ ବ୍ରହ୍ମପୁତ୍ର ନଦୀକୂଳରେ ଏ ସହର ଅବସ୍ଥିତ। ଏହାର ପ୍ରାଚୀନ ନାମ ପ୍ରାଗ୍ଜ୍ୟୋତିଷପୁର, ହର କୋପାନଳରେ କନ୍ଦପ ଦଗ୍ଧ ହୋବା ପରେ ଏଠାରେ ସ୍ୱଦେହ ପାଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି— ମଦନମୋହନ— ତୀର୍ଥଦର୍ଶନ— 4 ର୍ଥ ଭାଗ। ଏହା କାମରୂପ ଜିଲ୍ଲାର ରାଜଧାନୀ ଓ ଆସାମ ପ୍ରଦେଶର ରାଜଧାନୀ।] — [ଦ୍ର— କାମାଖ୍ୟାରୁ2ମାଇଲ ଦୂରରେ ବ୍ରହ୍ମପୁତ୍ର ନଦୀକୂଳରେ ଏ ସହର ଅବସ୍ଥିତ ଏହାର ପ୍ରାଚୀନ ନାମ ପ୍ରାଗ୍ଜ୍ୟୋତିଷପୁର, ହର କୋପାନଳରେ କନ୍ଦପ ଦଗ୍ଧ ହୋବା ପରେ ଏଠାରେ ସ୍ୱଦେହ ପାଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି— ମଦନମୋହନ— ତୀର୍ଥଦର୍ଶନ—4ର୍ଥ ଭାଗ ଏହା କାମରୂପ ଜିଲ୍ଲାର ରାଜଧାନୀ ଓ ଆସାମ ପ୍ରଦେଶର ରାଜଧାନୀ]