ଗୋଡ଼ି Goṟḍ̠i

  • ଦେ. ବି. (ସଂ. ରୁଗ୍ଣ; ତୁଳ ସମ୍ବଲପୁର ରୁଗୁଡ଼ି; ସଂ. ଗୁଟିକା) — ସାନ ସାନ ପଥର ଖଣ୍ଡ — Pebble; small pieces of stone; stone-bits or particles
  • ଦେ. ବି. (ସଂ. ରୁଗ୍ଣ; ତୁଳ ସମ୍ବଲପୁର ରୁଗୁଡ଼ି; ସଂ. ଗୁଟିକା) — କଙ୍କର — Road-metal
  • ପ୍ରାଦେ (ଗଞ୍ଜାମ) ବି. — ଜିମିଖାଡ଼ି ମାଛ — A sort of small fresh-water-fish