ଗୋଡ଼ିଆ Goṟḍ̠iā

  • ଦେ. ବିଣ. — ଗୋଡ଼ିମିଶା — Mixed with small bits of stone
  • ଦେ. ବିଣ. — ଗୋଡ଼ଯୁକ୍ତ (ଯଥା ଚାରିଗୋଡ଼ିଆ ଖଟ) — Furnished with legs; legged
  • ଦେ. ବି. — ପଛରେ ଦଉଡ଼ିବା; ଗୋଡ଼ାଇବା — Pursuing