ଗୋଡ଼ା Goṟḍ̠ā
- ପ୍ରାଦେ (ସମ୍ବଲପୁର) ବି — ଗୁଡ଼ା; ମୁଗବିରି ଆଦି ଶସ୍ୟ ବୁଣିବାର ଉପଯୋଗୀ ଉଚ୍ଚ ଭୂମି — High land for sowing cereals
- ପ୍ରାଦେ (ସମ୍ବଲପୁର) ବି — ପଞ୍ଜର; ଝରକା — Window
- ପ୍ରାଦେ (ସମ୍ବଲପୁର) ବି — (ଗଡ଼ଜାତ) ମଦଭାଟିରୁ ବଳି ପଡ଼ିଥିବା ଭାତର ବା ମହୁଲର ସିଠା — The refuse of mahwa flowers or boiled rice after brewing
- ପ୍ରାଦେ (ସମ୍ବଲପୁର) ବି — (ଆଠଗଡ଼) ବିଆଳି ଧାନ — A kind of early paddy
- ଦେ. ବିଣ — ନୈଷ୍ଠିକ (ଧର୍ମାବଲମ୍ବୀ ବ୍ୟକ୍ତି) ଖାଣ୍ଟି (ଯଥା— ଗୋଡ଼ା ହିନ୍ଦୁ) — Orthodox
- ଦେ. ବି — ମୂଳଦୁଆ — Foundation; basis
- ଦେ. ବି — ସ୍ତମ୍ଭ — Pillar
- ଦେ. ବି — ଅସ୍ଥିମାଳ ତହିଁ ପୋତିଅଛି ଗୋଡ଼ା—ପ୍ରାଚୀ, ବ୍ରହ୍ମନିରୂପଣଗୀତା।
- ଦେ. ବି — କୌଣସି ବିଷୟର ଆଦି ବା ମୂଳ — The origin or beginning of anything
- ଦେ. ବି — କାନ୍ଥ ଓ ଗଛ ଆଦିର ଭୂମିସଂଲଗ୍ନ ଅଂଶ — The part of a wall or tree just near the ground
- ଦେ. ବି — ଗଛର ମୂଳ — Root of a tree