ଗୋସବ Gosaba

  • ସଂ. ବି (ଗୋ+ସୂ ଧାତୁ+ଅଧିକରଣ. ଅ) — ଗୋମେଧ (ଦେଖ) — Gomedha (See)
  • ସଂ. ବି (ଗୋ+ସୂ ଧାତୁ+ଅଧିକରଣ. ଅ) — ଅଶ୍ୱମେଧ ରାଜସୂୟ ଯେ ପୁଣ୍ଡରୀକ ଗୋସବଆଦି ଯାଗ ଅଛନ୍ତି ଯେତେକ। କୃଷ୍ଣସିଂହ, ମହାଭାରତ, ବନ।