ଗୋଶୃଙ୍ଗ Goṡṛuṅga

  • ସଂ. ବି ( 6 ଷ୍ଠୀ ତତ୍; ଗୋ+ଶୃଙ୍ଗ) — ଗୋରୁଶିଙ୍ଗ — Cow-horn
  • ସଂ. ବି ( 6 ଷ୍ଠୀ ତତ୍; ଗୋ+ଶୃଙ୍ଗ) — ରାମାୟଣ ଓ ମହାଭାରତବର୍ଣ୍ଣିତ ପର୍ବତବିଶେଷ — Name of a mountain mentioned in the Rāmāyaṇa and Mahābhārata;
  • ସଂ. ବି ( 6 ଷ୍ଠୀ ତତ୍; ଗୋ+ଶୃଙ୍ଗ) — ଗୋରୁଶିଙ୍ଗରେ ନିର୍ମିତ ରଣବାଦ୍ୟବିଶେଷ; ଶିଙ୍ଘା — A horn (blowing instrument); a trumpet made of cow-horn
  • ସଂ. ବି ( 6 ଷ୍ଠୀ ତତ୍; ଗୋ+ଶୃଙ୍ଗ) — ମୁନିବିଶେଷ — Name of a sage
  • ସଂ. ବି ( 6 ଷ୍ଠୀ ତତ୍; ଗୋ+ଶୃଙ୍ଗ) — ବବୁର ଗଛ (ହି. ଶବ୍ଦସାଗର) — The Acacia tree