ଗୋଳ Goḻa
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ବର୍ତ୍ତୁଳାକାର ପିଣ୍ଡ — Round thing; globular thing
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ଖେଳିବା କନ୍ଦୁକ; ପେଣ୍ଡୁ — Ball; play-ball
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ମଣ୍ଡଳାକାର କ୍ଷେତ୍ର; ବୃତ୍ତ — Circle
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ଫିସାଦ୍; କୂଟଚକ୍ର — Conspiracy; plot
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ଆକାଶ ବା ପୃଥିବୀର ଚିତ୍ରାଙ୍କିତ ସର୍ବବର୍ତ୍ତୁଳ ପିଣ୍ଡ; ଗୋଳଯନ୍ତ୍ର — Globe; sphere
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — (ଯଥା—ଖଗୋଳ; ଭୂଗୋଳ।)
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ମଣ୍ଡଳ — Circular mass
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ଗୋଲାକାର ପୃଥିବୀ — The terrestrial globe
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ପତିଙ୍କ ମୃତ୍ୟୁ ପରେ ଉପପତି ଔରସରେ ବିଧବା ଗର୍ଭରୁ ଜାତ ସନ୍ତାନ; କୁଣ୍ଡ; ବିଧବାର ଜାରଜ ପୁତ୍ର — A child begotten by a stranger on a widow; bastard child of a widow
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ଶୂନ; ଶୂନ୍ଯ ସଂଖ୍ୟା — Zero
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — ଗୁଗ୍ଗୁଳ; ଲୋଭାନ୍ — Myrrh; bdellium
- ସଂ. ବି. (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୁଳ କରିବା + କର୍ତ୍ତୃ. ଅ) — (ଜ୍ୟୋତିଷ) ଏକ ରାଶିରେ ଏକାଧିକ ଗ୍ରହର ଅବସ୍ଥାନ ବା ମିଳନ; ଗ୍ରହକୂଟ — (astrology) The presence or conjunction of more than one planet in one sign