ଗୋଳି Goḻi

  • ଦେ. ବିଣ. — ଘଣ୍ଟା ହୋଇଥିବା ଯୋଗୁଁ କର୍ଦ୍ଦମାକ୍ତ (ଜଳ); ଗୋଳିଆ — Befouled; trubid
  • ଦେ. ବି — (ଜଳାଦିର) ଆଲୋଡ଼ନ — Agitation of water
  • ଦେ. ବି — (ଯଥା— ମାଛ ଧରିବା ପାଇଁ ଲୋକେ ପୋଖରୀ ଗୋଳି କରନ୍ତି)।