ଗୋରଡ଼ା Goraṟḍ̠ā

  • ଦେ. ବି. (ଫା. ଗିର୍ଦ୍; ଗିର୍ଦା) — ଗୋରୁ ଖୁଆଡ଼ — Cattle-pen
  • ଦେ. ବି. (ଫା. ଗିର୍ଦ୍; ଗିର୍ଦା) — ବାଡ଼ଦିଆ ଉଦ୍ୟାନ — A garden surrounded by enclosure or fencing
  • ଦେ. ବି. (ଫା. ଗିର୍ଦ୍; ଗିର୍ଦା) — ବୈଦିକ ବ୍ରାହ୍ମଣଙ୍କ ଶାଖାଭେଦ — A class of Ba̲i̱dika Brāhmaṇas
  • ଦେ. ବି. (ଫା. ଗିର୍ଦ୍; ଗିର୍ଦା) — ପାନବରଜ ସନ୍ନିହିତ ତୃଣୋଦ୍ୟାନ — A garden of reeds attached to a betel-plantation
  • ଦେ. ବି. (ଫା. ଗିର୍ଦ୍; ଗିର୍ଦା) — ଦରଜ ଓ ବ୍ଯଥା ନିବାରଣାର୍ଥ ନବପ୍ରସୂତିର ଜନନେନ୍ଦ୍ରିୟରେ ଅନ୍ଯ ବ୍ଯକ୍ତି ଉତ୍ତପ୍ତ ଗୋଇଠିଦ୍ୱାରା ସେକଦେବା — Dry fomentation of the private parts of a newly delivered woman with the heel of a person warmed over a brisk fire (to alleviate the after-pains of child-birth)
  • ପ୍ରାଦେ — (ଗଡ଼ଜାତ) ବି—ବାଡ଼ — Enclosure; fencing
  • ପ୍ରାଦେ — (ବାଲେଶ୍ୱର) ବି—ମକଦ୍ଦମା ବିଚାରବେଳେ ଯେଉଁଠାରେ ଆସାମୀ ଠିଆ ହୁଏ — An accused's dock