ଗୋରାପ Gorāpa

  • ଦେ. ବି. — ବଡ଼ ଜାହାଜ; 3 ମାସ୍ତୁଲବାଲା ପାଲଟଣା ଜାହାଜ — ବଡ଼ ଜାହାଜ;3ମାସ୍ତୁଲବାଲା ପାଲଟଣା ଜାହାଜ— A big sailing ship with three masts
  • ଦେ. ବି. — ବଡ଼ ଜାହାଜର ନାମ ଗୋରାପ—ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବି. — [ଦ୍ର—ଖ୍ରୀଷ୍ଟ 14।15 ଶତାବ୍ଦୀରେ ଏ ଜାହାଜ ବଙ୍ଗୋପ— ସାଗରରେ ଚଳପ୍ରଚଳ ହେଉଥିଲା। ହି. ଶବ୍ଦସାଗର।] — [ଦ୍ର—ଖ୍ରୀଷ୍ଟ1415ଶତାବ୍ଦୀରେ ଏ ଜାହାଜ ବଙ୍ଗୋପ— ସାଗରରେ ଚଳପ୍ରଚଳ ହେଉଥିଲା ହି. ଶବ୍ଦସାଗର]