ଗୋରକ୍ଷ Goraksha

  • ସଂ. ବି (ଗୋ+ରକ୍ଷ ଧାତୁ+କର୍ତ୍ତୃ. ଅ) — ଶିବ — Ṡiba
  • ସଂ. ବି (ଗୋ+ରକ୍ଷ ଧାତୁ+କର୍ତ୍ତୃ. ଅ) — ଲେମ୍ବୁ — Orange
  • ସଂ. ବି (ଗୋ+ରକ୍ଷ ଧାତୁ+କର୍ତ୍ତୃ. ଅ) — ଗୋପାଳ; ଗଉଡ଼ — Cowherd
  • ସଂ. ବିଣ — ଯେ ଗୋରୁ ଜଗେ — Tending cattle