ଗୋମତ Gomata

  • ଦେ. (ପ୍ରାଚୀନ ପଦ୍ଯ) ବି — (ସଂ. ଗୋମତ୍, ଗୋମାନ୍) ଗୋବର୍ଦ୍ଧନ ଗିରି — The mountain Gobarddhana
  • ଦେ. (ପ୍ରାଚୀନ ପଦ୍ଯ) ବି — କଲେ ଅତି ଖର୍ବ ଦେବରାଜ ଗର୍ବ ଗୋମତ ଗିରି ଧାରଣରେ। ଦୀନକୃଷ୍ଣ, ରସକଲ୍ଲୋଳ।