ଗୋବାଏ Gobāe

  • ଦେ. ବିଣ. (ଲକ୍ଷଣାର୍ଥ) — ଅତି ଅଳ୍ପ ପରିମିତ (ଭୂମି) — A very little (land)
  • ଦେ. ବିଣ. (ଲକ୍ଷଣାର୍ଥ) — (ଯଥା—ତାହାର ବାଡ଼ି ଅଗରେ ଗୋବାଏ ଜମି ନାହିଁ= ବାଡ଼ି ବା ଯଷ୍ଟିର ମୁଣ୍ଡରେ ଆବୃତ ହେବା ଭଳି ଭୂମି ତାହାର ନାହିଁ।)