ଗୋବର Gobara
- ଦେ. ବି (ସଂ. ଗୋବିଟ୍; ଗୋମୟ) — ଗୋରୁର ବିଷ୍ଠା; ଗୋମୟ — Cowdung; droppings of cattle
- ଦେ. ବି (ସଂ. ଗୋବିଟ୍; ଗୋମୟ) — [ଦ୍ର—ହିନ୍ଦୁଶାସ୍ତ୍ର ମତରେ ଗୋବର ପବିତ୍ର ପଦାର୍ଥ। ଅପରିଷ୍କୃତ ଓ ଅଶୁଦ୍ଧ ସ୍ଥାନକୁ ଗୋବରରେ ଲିପିଲେ ତାହା ଶୁଦ୍ଧ ହୁଏ। ଏହା ସେବନ କଲେ ଶରୀରରୁ ପାପଜନିତ ମଳ ଦୁର ହୁଏ। ଗୋବର ଶୁଖିଗଲେ ଘସି ହୋଇ ଜାଳ ହୁଏ; ସଢ଼ିଲେ କ୍ଷେତ୍ରରେ ସାର ବା ଖତରୂପେ ଲାଗେ। ଷଣ୍ଡର ଗୋବର ଶୁଦ୍ଧିକାର୍ଯ୍ୟରେ ଲାଗେ ନାହିଁ; ଗୋବର ପଞ୍ଚଗବ୍ୟର ଗୋଟିଏ ଉପକରଣ; ବଙ୍ଗଳା, ହିନ୍ଦି, ଓଡ଼ିଆ ଓ ମରହଟ୍ଟୀ ଭାଷାରେ ଗୋମୟର ଏହିରୂପ ଦେଖାଯାଏ।]
- ଦେ. ବି (ସଂ. ଗୋବିଟ୍; ଗୋମୟ) — (ଲକ୍ଷଣାର୍ଥ)—ଅତି ଅସାର ବସ୍ତୁ — Very unsubstantial material
- ଦେ. ବି (ସଂ. ଗୋବିଟ୍; ଗୋମୟ) — (ଯଥା—ତାହା ମସ୍ତିଷ୍କରେ ଗୁଡ଼ିଏ ଗୋବର ଅଛି।)
- ସଂ. ବି. — ଚୂର୍ଣ୍ଣୀକୃତ ଗୋମୟ — Cowdung pulversied (M.W.)