ଗୋବରା Gobarā

  • ଦେ. ବିଣ. — ଗୋବର ପରି ଫକ୍କା କଳା ରଙ୍ଗ- ବିଶିଷ୍ଟ — Of a light black colour
  • ଦେ. ବିଣ. — ଗୋବର ପରି ବିସ୍ୱାଦ — Having a foul and bad taste like cowdung
  • ଦେ. ବିଣ. — ଗୋବର ମିଶ୍ରିତ (ମାଟି); ଖତରା — (soil) Mixed with cowdung
  • ଦେ. ବି. — ଗୋବରା ଚଢ଼େଇ (ଦେଖ) — Gobarā chaṟḍ̠ẖei (See)
  • ଦେ. ବି. — (ଅନାଦରାର୍ଥକ) ଗୋବର୍ଦ୍ଧନର ଡାକ ନାମ — Name for calling Gobarddhana