ଗୋବଧୀ Gobadhī

  • ଦେ. ବିଣ. (ପଦ୍ଯ) — ଗୋରୁ ମାରିଥିବା (ବ୍ଯକ୍ତି) — (a person) Who has killed a cow
  • ଦେ. ବିଣ. (ପଦ୍ଯ) — ମିତ୍ର ବିଷୟେ ଅପରାଧୀ, ପିତୃ, ରାଜା ସ୍ତିରୀ ଗୋ ବଧୀ, ଏ ଆଦି ପାପ ଯେ ଅପରେ, ସର୍ବ ଦୁରିତ ନିଶ୍ଚେ ହରେ। ଜଗନ୍ନାଥ, ଭାଗବତ।