ଗୋତ୍ର Gotra
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — କୁଳ; ବଂଶ — Family; race; lineage
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ବଂଶର ମୂଳ ପୁରୁଷ ବା କୁଳପ୍ରବର୍ତ୍ତକ ଋଷି; (ଯେଉଁ ଋଷିଙ୍କ ନାମ ଅନୁସାରେ କୌଣସି ବଂଶ ଚିହ୍ନିତ ହୁଏ) — The original ancestor or sage who gave the name to a family
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ନାମ — Name
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଏକ ଋଷିଙ୍କଠାରୁ ଜାତ ଭିନ୍ନ ଭିନ୍ନ ପରିବାର — Families descended from one common ancestor
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — କ୍ଷେତ୍ର — Field
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଗୋଗୋଷ୍ଠ — A cow-pen
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ପଥ — Road; path
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଗୁହାଳ; ଗୋଗୃହ — A cow-house
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଅରଣ୍ୟ — Forest
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଛତା; ଛତ୍ର — Umbrella
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଜାତି — Caste; tribe; clan
- ସଂ. ବି. (ଗୋ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ତ୍ର) — ଶ୍ରେଣୀ — Genus; class