ଗୋତର Gotara
- ଗ୍ରା. (ପଦ୍ଯ) ବି. (ସଂ.ଗୋତ୍ର) — ବଂଶର ପୂର୍ବସ୍ୱାମୀ ବା ମୂଳ ପ୍ରତିଷ୍ଠାତା — The past or original head of a family
- ଗ୍ରା. (ପଦ୍ଯ) ବି. (ସଂ.ଗୋତ୍ର) — ଗୋତ୍ର (ଦେଖ) — Gotra (See)
- ଗ୍ରା. (ପଦ୍ଯ) ବି. (ସଂ.ଗୋତ୍ର) — ଶୁଣ ଆମ୍ଭର ପୁର୍ବଜାତି ଗୋତରକୁ। କୃଷ୍ଣସିଂହ, ମହାଭାରତ, ଆଦି।