ଗୋତରା Gotarā
- ପ୍ରାଦେ. (ଗଞ୍ଜାମ) ବି — ଓର; ଟେର୍; ସନ୍ଧାନ — Trace; trail
- ପ୍ରାଦେ. (ଗଞ୍ଜାମ) ବି — ମହାବଳ ବାଘ ଗୋରୁ ମାରି ଖାଉଛି, ଏତିକି ବେଳେ ମଦନଶିକାରୀ ବାଘର ଗୋତରା ବାରି ବାରି ଯାଇ ସେଠାରେ ପହଞ୍ଚିଲା। ଦୈନିକ ଆଶା, 31।8।29 — ମହାବଳ ବାଘ ଗୋରୁ ମାରି ଖାଉଛି, ଏତିକି ବେଳେ ମଦନଶିକାରୀ ବାଘର ଗୋତରା ବାରି ବାରି ଯାଇ ସେଠାରେ ପହଞ୍ଚିଲା ଦୈନିକ ଆଶା,31829