ଗୋଠ Goṭha
- ଦେ. ବି. (ସଂ. ଗୋଷ୍ଠ) — ଗୋରୁ ରଖାଯିବା ସ୍ଥାନ — Cowshed; cattle-pen
- ଦେ. ବି. (ସଂ. ଗୋଷ୍ଠ) — ଗୋଚାରଣ ଭୂମି — Grazing ground; pasture
- ଦେ. ବି. (ସଂ. ଗୋଷ୍ଠ) — ଅରଣା ମଇଁଷି, ମୃଗ, ବରାହ, ଗୟଳ ଆଦିଙ୍କର ପହ୍ଲ — Flock; herd
- ଦେ. ବି. (ସଂ. ଗୋଷ୍ଠ) — ପଡ଼ି ଥାନ୍ତି ବନେ ବିଲୁଆ ହୋଇ ଗୋଠ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. (ସଂ. ଗୋଷ୍ଠ) — ଗୋରୁମାନେ ଦଳବଦ୍ଧ ହୋଇ ଯେଉଁ ଠାରେ ରହନ୍ତି — The place where cattle are herded together
- ଦେ. ବି. (ସଂ. ଗୋଷ୍ଠ) — (ସଂ. କଟିତ୍ର) ଅଣ୍ଟାରେ ପିନ୍ଧାଯିବା ଶିକୁଳି — Waist-chain; girdle
- ପ୍ରାଦେ. (ବସ୍ତର) ବି — କଥା; ବାକ୍ୟ — Words