ଗୋଟାଳି Goṭḻi

  • ଦେ. ବି. (ସଂ. ଗୁଟିକା) — ଗୋଲାକାର କ୍ଷୁଦ୍ର ଖଡ଼ି ଖଣ୍ଡ — Rounded piece or chalk
  • ଦେ. ବି. (ସଂ. ଗୁଟିକା) — [ଦ୍ର—ପୂର୍ବେ ଲୋକେ ଅଣ୍ଟାରେ ଗୋଟାଳି ଖୋସୁଥିଲେ। ଏହାଦ୍ୱାରା ଲୁଗାର ଖୋସଣି ଫିଟି ଯାଉ ନ ଥିଲା। ଦରକାରବେଳେ ମାଟି ଉପରେ ଲେଖିବା କାର୍ଯ୍ୟ ମଧ୍ୟ ଏଥିରେ ଚଳୁଥିଲା।]
  • ଦେ. ବି. (ସଂ. ଗୁଟିକା) — କ୍ଷୁଦ୍ର ଓ ଟାଣୁଆ ଖଣ୍ଡ — Small and hard pieces; lumps