ଗୋଘ୍ନ Goghna
- ସଂ. ବି. (ଗୋ+ହନ୍ ଧାତୁ+କତ୍ତୃ. ଅ) — ଗୃହାଗତ ଅତିଥି ବା ଅଭ୍ୟାଗତ; କୁଣିଆଁ — An honoured guest
- ସଂ. ବି. (ଗୋ+ହନ୍ ଧାତୁ+କତ୍ତୃ. ଅ) — [ଦ୍ର—ପୂର୍ବେ ଭାରତରେ କେହି ଅତିଥି ଉପସ୍ଥିତ ହେଲେ, ମଧୁପର୍କପାଇଁ ବା ତାଙ୍କର ଖାଇବା ନିମନ୍ତେ ଗୋରୁ ମରା ଯାଉଥିଲା। ପ୍ରାଚୀନ କାଳରେ ହିନ୍ଦୁମାନେ ଗୋମାଂସ ଖାଉଥିବାର ଏହା ଏକ ପ୍ରମାଣ।]
- ସଂ. ବି. (ଗୋ+ହନ୍ ଧାତୁ+କତ୍ତୃ. ଅ) — ଗୋଘାତ (ଦେଖ) — Goghāta (See)