ଗୋଖି Gokhi

  • ଦେ. ବିଣ — ଗୋରୁ ଠାରୁ ପ୍ରାପ୍ତ (ଯଥା—ଗୋଖି ଚମଡ଼ା) — Belonging to the cow
  • ପ୍ରାଦେ (ଗଡ଼ଜାତ) ବି — ଗୋମାଂସ ଓ ଚର୍ବୀ — Beef and cow's lard
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର—ମଇଁଷିଙ୍କ ଗରିଭଙ୍ଗା ରୋଗରେ ଏହା ମଇଁଷିଙ୍କୁ ଖୁଆନ୍ତି।]