ଗୋଖା

  • ସଂ. ବି — ନଖ — Nail
  • ଦେ. ବି. ପୁଂ — ଓଡ଼ିଶାର ଧୀବରଶ୍ରେଣୀୟ ନୀଚ ଜାତିବିଶେଷ — A low caste of Sūdras following the profession of fisherman
  • ଦେ. ବି. ପୁଂ — ଗଉଡ଼ ଭଣ୍ଡାରୀ ଗୋଖା, ନିତି ଭାଙ୍ଗୁଥିବ ପଖା, ତେବେ ଯାଇଁ ଦେବେ ଦେଖା—ଢଗ।
  • ଦେ. ବିଣ — ନିର୍ବୋଧ କାଣ୍ଡଜ୍ଞାନଶୂନ୍ଯ — Foolish; rash