ଗୋଖର Gokhara

  • ଦେ. ବି (ସଂ. ଗୋକ୍ଷୁର) — ଫଣାଧାରୀ, ବିଷଧର, ହଳଦିଆ ସାପବିଶେଷ; ନାଗ — Cobra di Capillo; Naga Tripudians
  • ଦେ. ବି (ସଂ. ଗୋକ୍ଷୁର) — [ଦ୍ର—ଏହାର ଫଣା ଉପରେ ଗୋରୁଖୁରାଚିହ୍ନ ଭଳି କଳା ଚିହ୍ନ ଥାଏ। କେହି କେହି ଏହାକୁ କାଳୀଦଳନ ବେଳର ଶ୍ରୀକୃଷ୍ଣଙ୍କ କଠାଉଚିହ୍ନ ବୋଲି ମନେ କରନ୍ତି।]
  • ଦେ. ବି (ସଂ. ଗୋକ୍ଷୁର) — ତିନିଟି ଗୋଳକ ବିଶିଷ୍ଟ ସୁନାର କର୍ଣ୍ଣଭୂଷଣବିଶେଷ — A kind of golden pendant ear-ring with three balls set in a triangular form